32.1 C
Bhubaneswar
Monday, October 21, 2024
Homeଓଡିଶାପାଣ୍ଡିଆନ୍ ନିଜକୁ ସୁପର ସିଏମ୍ ଦର୍ଶାଉଛନ୍ତି: ଜୟନାରାୟଣ

ପାଣ୍ଡିଆନ୍ ନିଜକୁ ସୁପର ସିଏମ୍ ଦର୍ଶାଉଛନ୍ତି: ଜୟନାରାୟଣ

ଭୁବନେଶ୍ୱର: ସୌମ୍ୟ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଯୁକ୍ତିଯୁକ୍ତ କହିଲେ ଜୟନାରାୟଣ ମିଶ୍ର । ଘଟଣା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଚନ୍ଦ୍ରୟାନ ଠାରୁ ପାଣ୍ଡିଆନଙ୍କ ଗସ୍ତରେ ଅଧିକ ଖର୍ଚ୍ଚ କହିଥିଲେ ସୌମ୍ୟ । ସରକାରଙ୍କ ଯଦି ସତସାହାସ ଅଛି ତେବେ ଏନେଇ ଅନୁସନ୍ଧାନ କରାଯାଉ । ସୌମ୍ୟ ବାବୁ ପଚାରିଥିବା ପ୍ରଶ୍ନର ଉତ୍ତର କାହିଁକି ଦେଉନି ବିଜେଡି । ପାଣ୍ଡିଆନ୍ ନିଜକୁ ସୁପର୍ ସିଏମ୍ ଦର୍ଶାଉଛନ୍ତି, ବିଜେଡି କଣ ପାଇଁ ଚୁପ୍ ଅଛି । ଯେଉଁ କଥା ଇତିହାସରେ ଦେଖାଯାଇନି ତାହା ଏବେ ଦେଖାଯାଉଛି । ବିଜେଡି ବିଧାୟକମାନଙ୍କୁ ମଧ୍ୟ କଡା ସମାଲୋଚାନା କଲେ ଜୟନାରାୟଣ ମିଶ୍ର ।

ନିଲମ୍ବନ କରି ମୋତେ ଆଗକୁ ବଢିବାକୁ ସଙ୍କେତ ଦେଇଛନ୍ତି: ମନ୍ମଥ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking