31.1 C
Bhubaneswar
Tuesday, October 22, 2024
Homeଓଡିଶାବ୍ଲାକମେଲିଂ କରୁଛନ୍ତି ସୌମ୍ୟ : ଅତନୁ

ବ୍ଲାକମେଲିଂ କରୁଛନ୍ତି ସୌମ୍ୟ : ଅତନୁ

ବ୍ୟୁରୋ : ସୌମ୍ୟ ପଟ୍ଟନାୟକଙ୍କୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଟାର୍ଗେଟ | ଅରୁନ ସାହୁଙ୍କ ପରେ ଟାର୍ଗେଟ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ | ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି କହିଲେ ଅତନୁ | ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ କରି ବାରମ୍ବାର ଲେଖୁଛନ୍ତି | ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଲେ ଅତନୁ ସବ୍ୟସାଚୀ | ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି ସୌମ୍ୟ | ବ୍ଲାକମେଲିଂକୁ ଆୟୁଧ କରି ଲକ୍ଷ ରେ ପହଞ୍ଚିପାରିବେନି ସୌମ୍ୟ | ସୌମ୍ୟ କଣ ଓ କେତେ ଥର ଦଳ ବଦଳାଇଛନ୍ତି ସମସ୍ତେ ଜାଣିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା | ଲୋକଙ୍କ ଅଭିଯୋଗର ସମାଧାନ ହେଲା , ଏଥିରେ ଅସୁବିଧା କଣ ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking