27.1 C
Bhubaneswar
Tuesday, October 22, 2024
Homeଓଡିଶାରାତିରେ ଉଡିବନି ବିମାନ, ଅକ୍ଟୋବର ପହିଲାରୁ ବନ୍ଦ ରହିବ ବିମାନସେବା

ରାତିରେ ଉଡିବନି ବିମାନ, ଅକ୍ଟୋବର ପହିଲାରୁ ବନ୍ଦ ରହିବ ବିମାନସେବା

ଭୁବନେଶ୍ୱର: ରାତିରେ ୮ ଘଣ୍ଟା ବନ୍ଦ ରହିବ ଭୁବନେଶ୍ବର ବିମାନ ବନ୍ଦର। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ବିମାନ ଅବତରଣ ପାଇଁ କ୍ୟାଟ୍-୨ ଲାଇଟିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ଆସନ୍ତା ଆକ୍ଟୋବରରୁ ଡିସେମ୍ବର ମାସ ପରଯ୍ୟନ୍ତ ରାତିରେ ୮ ଘଣ୍ଟା ବିମାନ ଚଲାଚଳ ବନ୍ଦ ରଖାଯିବ। ଏହି ସମୟରେ ରନୱେ ରିକାର୍ପେଟିଂ କାମ ମଧ୍ୟ ସମ୍ପାଦିତ ହେବ। ବର୍ତ୍ତମାନ ବିମାନବନ୍ଦରରେ କ୍ୟାଟ୍-୩ ଲାଇଟିଂ ବ୍ୟବସ୍ଥା ବ୍ୟବହାର ହେଉଥିବାବେଳେ ଖୁବଶୀଘ୍ର ଏଠାରେ କ୍ୟାଟ-୨ ଏୟାରଫିଲ୍ଡ ଲାଇଟିଂ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking