32.1 C
Bhubaneswar
Monday, October 21, 2024
Homeଓଡିଶାକଂଗ୍ରେସରେ ମିଶିଲେ ଭାରତୀୟ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ

କଂଗ୍ରେସରେ ମିଶିଲେ ଭାରତୀୟ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ

ଭୁବନେଶ୍ୱର: ଆନୁଷ୍ଠାନିକ ଭାବେ କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ହକି ତାରକା ପ୍ରବୋଧ ତିର୍କୀ । କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହେଲେ । ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତ ସାମିଲ ହୋଇଛନ୍ତି । ପ୍ରଭାରୀ ଚେଲା କୁମାର, ବିଧାୟକ ସୁୁର ରାଉତରାୟ ମଧ୍ୟ ଉପସ୍ଥିତ ରହିଛନ୍ତି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜୟ ପଟ୍ଟନାୟକ ମଧ୍ୟ  ଉପସ୍ଥିତ ରହିଛନ୍ତି ।

ଲଜ୍‌ରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking