31.1 C
Bhubaneswar
Monday, October 21, 2024
Homeଓଡିଶାରକ୍ତ ଅଦଳବଦଳ: ୪ ସସ୍‌ପେଣ୍ଡ

ରକ୍ତ ଅଦଳବଦଳ: ୪ ସସ୍‌ପେଣ୍ଡ

କଟକ: ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ; ୪ ସସ୍‌ପେଣ୍ଡ । କେନ୍ଦ୍ରୀୟ ରେଡକ୍ରସ୍ ରକ୍ତଭଣ୍ଡାରର ୪ ଟେକ୍ନିସିଆନ୍ ସସ୍‌ପେଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି । ୪ ଜଣଙ୍କୁ ସସ୍‌ପେଣ୍ଡ କଲେ ରକ୍ତଭଣ୍ଡାର ନିର୍ଦ୍ଦେଶକ । ଗତ ୨୯ ତାରିଖରେ ଜଣେ ରେଗୀଙ୍କୁ ଭୁଲ୍ ରକ୍ତ ଦିଆଯାଇଥିଲା । ଏ ପଜିଟିଭ୍ ବଦଳରେ ବି ପଜିଟିଭ୍ ରକ୍ତ ଦିଆଯାଇଥିଲା । ରୋଗୀ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking