18.1 C
Bhubaneswar
Saturday, November 16, 2024
Homeଓଡିଶା୫ଟି ସଚିବଙ୍କ ଉପରେ ପୁଣି ବର୍ଷିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

୫ଟି ସଚିବଙ୍କ ଉପରେ ପୁଣି ବର୍ଷିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ୫ଟି ସଚିବଙ୍କ ଉପରେ ପୁଣି ବର୍ଷିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୫ଟି ସଚିବ ମଡର୍ଣ୍ଣ ଡେମୋକ୍ରାଟିକ ସ୍ଲେଭେରୀ ନୀତି ଆପଣେଇଛନ୍ତି । ଏଭଳି ଶାସନ ବ୍ୟବସ୍ଥା ମୋ ଭଳି ଅନେକଙ୍କୁ ଯନ୍ତ୍ରଣା ଦେଉଛି । ୫ଟି ସଚିବଙ୍କୁ କଳାପାହାଡ ସହ ତୁଳନା କଲେ ପ୍ରଦୀପ । ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଦାୟୀ ଦର୍ଶାଇଛନ୍ତି ପ୍ରଦୀପ । ବିଜୁ ପଟ୍ଟନାୟଙ୍କ ଭଳି ସାହାସୀ ବ୍ୟକ୍ତିଙ୍କ ପୁଅ ଏପରି କରିବ ବିଶ୍ୱାସ ହେଉନି । ସ୍ୱାଭିମାନୀ ଓଡିଆ ଏହାର ବିରୋଧ ଲାଗି ଆଗେଇ ଆସନ୍ତ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ପ୍ରଦୀନ ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking