ବ୍ୟୁରୋ : ସୌମ୍ୟ ପଟ୍ଟନୟକଙ୍କ ଆଲେଖ୍ୟକୁ କଡା ସମାଲୋଚନା କଲେ ଖଣ୍ଡପାଡ଼ା ବିଧାୟକ ଅନୁଭବ | ସୌମ୍ୟ ଙ୍କ ନା ନନେଇ ବିଜେଡି ନେତା ଅନୁଭବ ପଟ୍ଟନୟକଙ୍କ କଡ଼ା ମନ୍ତବ୍ୟ | ସୌମ୍ୟଙ୍କ ‘ମାଟି’ ମନ୍ତବ୍ୟକୁ ସୈତାନ ର ବେଦ ପାଠ କହିଲେ ଅନୁଭବ | ଦଳ ବଦଳରେ ରେକର୍ଡ କରିଥିବା ଲୋକ ଏବେ ମାଟି କଥା କହୁଛନ୍ତି | ଇତିହାସ ଦୋମୁହାଁ, କ୍ଷମତା ଲୋଭିଙ୍କ ନାଁ ଖୋଜିଲେ ୟାଙ୍କ ନାଁ ପ୍ରଥମେ ଆସିବ | ତେବେ ଅନୁଭବ ଙ୍କ ସମାଲୋଚନା ନେଇ ସୌମ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |