29.1 C
Bhubaneswar
Friday, October 18, 2024
Homeଓଡିଶାକଂଗ୍ରେସକୁ ଫେରିବେ ସାଗରିଆ !

କଂଗ୍ରେସକୁ ଫେରିବେ ସାଗରିଆ !

ବ୍ୟୁରୋ : କଂଗ୍ରେସ କୁ ଫେରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣ ସାଗରିଆ | କଂଗ୍ରେସ କୁ ଫେରିବା ନେଇ ନିଜେ କୃଷ୍ଣ ସାଗରିଆଙ୍କ ପରୋକ୍ଷରେ ସୂଚନା | ମୁଁ ଏନେଇ ଇଛା ପ୍ରକାଶ କରିସାରିଛି , ହାଇକମାଣ୍ଡ ଙ୍କୁ ବି ଜଣାଇଛି | ବିଧାୟକ ପଦରୁ ଇସ୍ତଫା ଦେଇଥିଲି , ଦଳ ମୋତେ ସୁସ୍ପେଣ୍ଡ କରିଥିଲା | କଂଗ୍ରେସ ସମୁଦ୍ର ଭଳିଆ ଦଳ , ବହୁ ବରିଷ୍ଠ ଅଛନ୍ତି ମିଶିକି କାମ କରିବୁ |

ପତ୍ନୀ ଏବଂ ଝିଅଙ୍କ ସହ ତିରୁପତି ବାଲାଜୀ ମନ୍ଦିର ଦର୍ଶନ କଲେ ହିଟ୍ ମ୍ୟାନ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking