ଗୁଣପୂର: ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଲା ଜାମିନ୍ । ପତ୍ନୀ ହତ୍ୟା କାମଲାରେ ହାଇକୋର୍ଟରୁ ମିଳିଲା ଜାମିନ୍ । ରାମମୂର୍ତ୍ତିଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ ଭୁବନେଶ୍ୱର ଏଡିଜେ । ରାୟ ବିରୋରେ ହାଇକୋର୍ଟ ଯାଇଥିଲେ ରାମମୂର୍ତ୍ତି ଗମାଙ୍ଗ । ୧୯୯୫ରେ ଭୁବନେଶ୍ୱର କ୍ୱାର୍ଟସରୁ ପତ୍ନୀଙ୍କ ମୃତଦେହ ମଳିଥିଲା । ପତ୍ନୀଙ୍କୁ ପୋଡି ମାରି ଦେଇଥିବା ଅଭିଯୋଗରେ ଦଣ୍ଡାଦେଶ ହୋଇଥିଲା ।