32.1 C
Bhubaneswar
Saturday, October 19, 2024
Homeଅପରାଧମଣିପୁର ପ୍ରସଙ୍ଗରେ ଆଜି ଭାରତ ବନ୍ଦ ଡାକରା : ମାଲକାନଗିରିରେ ଦୋକାନ ବଜାର, ଯାନବାହନ ଚଳାଚଳ...

ମଣିପୁର ପ୍ରସଙ୍ଗରେ ଆଜି ଭାରତ ବନ୍ଦ ଡାକରା : ମାଲକାନଗିରିରେ ଦୋକାନ ବଜାର, ଯାନବାହନ ଚଳାଚଳ ପ୍ରଭାବିତ

ବ୍ୟୁରୋ :  ମଣିପୁର ପ୍ରସଙ୍ଗରେ ଆଜି ଭାରତ ବନ୍ଦ ଡାକରା । ଦେଶରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ନେଇ ବନ୍ଦ ଡାକରା ଦିଆଯାଇଛି । ମାଲକାନଗିରି ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଆଦିବାସୀ ଏକତା ପରିଷଦ କର୍ମକର୍ତ୍ତା ପିକେଟିଙ୍ଗ କରୁଛନ୍ତି । ଦୋକାନ ବଜାର, ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking