ସୋର: ନଦୀରେ ବୁଡି ୨ କାଉଡିଆ ନିଖୋଜ ହୋଇଥିବା ବେଳେ ଜଣେ କାଉଡିଆ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଖଇରା ଛକ ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ ବୁଡି ନିଖୋଜ ହୋଇଥିବା ସୂଚନା ରହିଛି । ନଦୀରେ ବୁଡ ପକାଇବାକୁ ସାଙ୍ଗ ହୋଇ ଯାଇଥିଲେ ୩ ଯୁବକ । ୨ କାଉଡିଆଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ।