30.1 C
Bhubaneswar
Sunday, September 29, 2024
Homeଓଡିଶାପୁରୀରେ ହୋଟେଲ୍ ବୁକ୍ କରୁଥିଲେ ସାବଧାନ!

ପୁରୀରେ ହୋଟେଲ୍ ବୁକ୍ କରୁଥିଲେ ସାବଧାନ!

ପୁରୀ : ସାଇବର ଲୁଟେରାଙ୍କ ଟାର୍ଗେଟରେ ପର୍ଯ୍ୟଟନ ସହର ପୁରୀ ଓ କ୍ୟାପିଟାଲ ସିଟି ଭୁବନେଶ୍ୱର। ଫ୍ରଡ଼ ଆପ ବା ୱେବସାଇଟ୍ ମାଧ୍ୟମରେ ଟଙ୍କା ଲୁଟିବାର ନୂଆ ତରିକା ଆପଣାଇଛନ୍ତି ଲୁଟେରା। ଏବେ ହୋଟେଲ ନାଁରେ ୱେବସାଇଟ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ।ସାଇବର ଲୁଟେରାଙ୍କ ଟାର୍ଗେଟରେ ପର୍ଯ୍ୟଟନ ସହର ପୁରୀ ଓ କ୍ୟାପିଟାଲ ସିଟି ଭୁବନେଶ୍ୱର। ଫ୍ରଡ଼ ଆପ ବା ୱେବସାଇଟ୍ ମାଧ୍ୟମରେ ଟଙ୍କା ଲୁଟିବାର ନୂଆ ତରିକା ଆପଣାଇଛନ୍ତି ଲୁଟେରା। ଏବେ ହୋଟେଲ ନାଁରେ ୱେବସାଇଟ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking