34.1 C
Bhubaneswar
Friday, October 18, 2024
Homeଓଡିଶା୮ରୁ ଅଧିକ ସିଟ୍ ପାଇବୁ: ମନମୋହନ

୮ରୁ ଅଧିକ ସିଟ୍ ପାଇବୁ: ମନମୋହନ

ଭୁବନେଶ୍ୱର: ଓପିନିୟନ୍ ପୋଲକୁ ନେଇ ବିଜେପି ସଭାପତି ମନମୋହନ ସାମଲ ଙ୍କ ପ୍ରତିକ୍ରିୟା । ଆଗାମୀ ଦଶ ମାସରେ ମହାନଦୀ,ସୁବର୍ଣ୍ଣରେଖାରେ ବହୁତ ପାଣି ବହିବ । ସମୟ ବହୁତ ଅଛି,ଆମେ ପ୍ରସ୍ତୃତ ହେବା,ଆମ ସ୍ଥିତି ଦୃଢ ଅଛି । ଭାରତରେ ଧ୍ରୃବୀକରଣ ଆରମ୍ଭ ହୋଇଛି,ବିଜେପି ଏଥିରେ ଆଗକୁ ଯିବ । ସଂସଦ ନିର୍ବାଚନ ଫଳାଫଳ ଲାଗି ମେ ଦ୍ୱତୀୟ ସପ୍ତାହକୁ ଅପେକ୍ଷା କରିବା । ଆମ ସର୍ଭେ ରିର୍ପୋଟ ଆମ ପାଖରେ ପହଞ୍ଚି ସାରିଛି । ଆମ ପାର୍ଟି ସର୍ଭେ ରିପୋର୍ଟକୁ ଆଧାର କରି ଅଧିକ ପରିଶ୍ରମ କରିବୁ । ଏବେ ୮ରୁ ଅଧିକ ଅଛି, ଅପ୍ରତ୍ୟାଶିତ ସିଟ ପାଇବୁ । ସହଜରେ ରାଜ୍ୟରେ ସରକାର କରିବୁ,ଅଧିକ ଲୋକସଭା ସିଟ୍ ଦେବୁ । ପୁଣି ରାଜ୍ୟରେ ଆଗୁଆ ନିର୍ବାଚନ ଆଗୁଆ ନିର୍ବାଚନ କଥା କହିଲେ ମନମୋହନ ସାମଲ କହିଛନ୍ତି । ବିଧାନସଭା ନିର୍ବାଚନ ଆଉ ଅଢେଇ ମାସରେ ହେବ ବୋଲି କହିଛନ୍ତି । ଦେଢବର୍ଷ ତଳେ ଯାହା କହିଛି ଅକ୍ଟୋବର ନଭେମ୍ବରରେ ନିର୍ବାଚନ ହେବ । ଅଢେଇମାସ ଲାଗି ରେଡ୍ଡି ଅଛୁ,ସଂସଦ ନିର୍ବାଚନ ଠିକ୍ ସମୟରେ ହେବ ବୋଲି କହିଛନ୍ତି ମନମୋହନ ସାମଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking