23.1 C
Bhubaneswar
Thursday, November 14, 2024
Homeଓଡିଶା୨ ଭାଇଙ୍କୁ ଆଜୀବନ କାରା ଦଣ୍ଡାଦେଶ

୨ ଭାଇଙ୍କୁ ଆଜୀବନ କାରା ଦଣ୍ଡାଦେଶ

ସମ୍ବଲପୁର: ସ୍ୱାମୀଙ୍କୁ ହତ୍ୟା,ସ୍ତ୍ରୀର ପାପୁଲି କାଟିବା ମାମଲାରେ ଆକ୍ରମଣକାରୀ ୨ ଭାଇକୁ ଆଜୀବନ କାରା ଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ସମ୍ବଲପୁର ଏଡିଜେ-୧ କୋର୍ଟ । ୨୦୧୩ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ ହୋଇଥିଲା ।

ତିନିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ବନ୍ଧା ହେଲେ ଯୁବକ 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking