23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶସିଦ୍ଧରମେୟାଙ୍କ ନିର୍ବାଚନ ରଦ୍ଦ ପାଇଁ ପିଟିସନ୍‌: ୨୮ରେ ଶୁଣାଣି

ସିଦ୍ଧରମେୟାଙ୍କ ନିର୍ବାଚନ ରଦ୍ଦ ପାଇଁ ପିଟିସନ୍‌: ୨୮ରେ ଶୁଣାଣି

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନିର୍ବାଚନ ରଦ୍ଦ ପାଇଁ ଜଣେ ଭୋଟର୍ ହାଇକୋର୍ଟର ଦ୍ୱାରାସ୍ଥ ହୋଇଛନ୍ତି । କଂଗ୍ରେସ ପାର୍ଟିର ନିର୍ବାଚନ ଘୋଷଣାପତ୍ରକୁ ଆଧାର କରି ସେ ବରୁଣା ବିଧାନସଭା ଆସନରୁ ସିଦ୍ଧରମେୟାଙ୍କ ନିର୍ବାଚନ ରଦ୍ଦ ପାଇଁ ହାଇକୋର୍ଟରେ ପିଟିସନ୍ ଦାୟର କରିଛନ୍ତି । ହାଇକୋର୍ଟ ପିଟିସନ୍‌କୁ ଗ୍ରହଣ କରିବା ସହିତ ଜୁଲାଇ ୨୮ରେ ଏହା ଉପରେ ଶୁଣାଣି କରିବାକୁ କହିଛନ୍ତି ।

ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking