19.1 C
Bhubaneswar
Sunday, November 24, 2024
Homeଓଡିଶା ପୁଣି ଅଶାନ୍ତ ହେଲା ବିଜେବି କଲେଜ

 ପୁଣି ଅଶାନ୍ତ ହେଲା ବିଜେବି କଲେଜ

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବିଜେବି କଲେଜ । ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ନିଜ ଗୋଷ୍ଠୀରେ ସାମିଲ କରିବାକୁ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଥାନାରେ ପହଞ୍ଚିଛି । ୩ ଜଣ ଛାତ୍ରଙ୍କୁ କିଛି ବିଜୁ ଜନତା ଦଳର ଛାତ୍ର ଓ ଅଣଛାତ୍ର ମିଶି ଅଟକ ରଖିଥିବା ଥାନାରେ ଅଭିଯୋଗ ହୋଇଛି । ଜଣେ ଛାତ୍ର ସେଠାରୁ ମୁକୁଳି ଅନ୍ୟ ଜଣେ ଛାତ୍ରଙ୍କୁ ଉଦ୍ଧାର କରି ଏଚଓଡିଙ୍କ ରୁମରେ ରଖିଥିଲେ । ସେ ଥାନାରେ ହାଜର ହୋଇ ଏକଥା ଜଣାଇବା ପରେ ଛାତ୍ରଙ୍କୁ ପୋଲିସ ଭ୍ୟାନ ଉଦ୍ଧାର କରିଛି । ଏକ ସ୍ୱତନ୍ତ୍ର ରାଜନୈତିକ ଗୋଷ୍ଠୀର ଛାତ୍ର ଏଭଳି କାଣ୍ଡ ବାରମ୍ବାର କରୁଥିବା ନେଇ ଅଭିଯୋଗ କରିଛନ୍ତି ମୁକୁଳି ଆସିଥିବା ଛାତ୍ର ।

କଂଗ୍ରେସର ପରିବା ପ୍ରତିବାଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking