31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଅବ୍‌ଦୁଲ୍ କଲାମ୍‌ଙ୍କ ନାମରେ ଦିଲ୍ଲୀର ଔରଙ୍ଗଜେବ୍ ଲେନ୍‌

ଅବ୍‌ଦୁଲ୍ କଲାମ୍‌ଙ୍କ ନାମରେ ଦିଲ୍ଲୀର ଔରଙ୍ଗଜେବ୍ ଲେନ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଔରଙ୍ଗଜେବ୍ ଲେନ୍‌ର ନାମ ପରିବର୍ତ୍ତନ କରାଯାଇଛି । ଏବେ ଏହା ଡ. ଅବ୍‌ଦୁଲ୍ କଲାମ୍ ରୋଡ୍ ଭାବେ ଜଣାଯିବ । ନୂଆଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ (ଏନ୍‌ଡିଏମ୍‌ସି) ଏହା ଉପରେ ସହମତି ପ୍ରଦାନ କରିଛି । ଏନ୍‌ଡିଏମ୍‌ସି ଚେୟାର୍‌ମ୍ୟାନ୍ ସତୀଶ ଉପାଧ୍ୟାୟ କହିଛନ୍ତି, ଔରଙ୍ଗଜେବ୍ ଭାରତୀୟ ସଂସ୍କୃତିକୁ ନଷ୍ଟ ପାଇଁ ଉଦ୍ୟମ କରିଥିଲେ । ତେଣୁ ଔରଙ୍ଗଜେବ୍ ନାମରେ କୌଣସି ସଡ଼କ ରହିବା ଉଚିତ୍ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking