ବ୍ରହ୍ମପୁର : ସରକାରୀ ବସ୍ର ଡ୍ରାଇଭର ପାଇଁ ଘଟିଥିଲା ଦିଗପହଣ୍ଡି ଦୁର୍ଘଟଣା । ଦୁର୍ଘଟଣା ଦେଇ ବ୍ରହ୍ମପୁର ଏସପି ଶ୍ରବଣା ନିବେକଙ୍କ ମନ୍ତବ୍ୟ । ସରକାରୀ ବସର ଡ୍ରାଇଭର ବେପାରୁଆ ଡ୍ରାଇଭିଂ ପାଇଁ ଦୁର୍ଘଟଣା ହୋଇଛି । ଉଭୟ ଡ୍ରାଇଭରଙ୍କ ମଦ୍ୟପାନ ଟେଷ୍ଠ ହୋଇଛି ଉଭୟ ନେଭେଟିଭ । ସରକାରୀ ବସ ଡ୍ରାଇଭରଙ୍କ ଦ୍ରୃତ ଗତି ଓ ଆଖି ପଡିବା ଯୋଗୁ ଦୁର୍ଘଟଣା । ବେପାରୁଆ ଗାଡିଚାଳନା ଯୋଗୁ ଡ୍ରାଇଭରକୁ ୩୦୪ ଦଫାରେ ଗିରଫ । ଘରୋଇ ବସ ମାଲିକ ତଦନ୍ତରେ ସହଯୋଗ କରୁନାହାନ୍ତି କହିଲେ ଏସ୍ପି । ତାଙ୍କୁ ନୋଟିସ ପଠାଇବୁ ,କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଏସ୍ପି ।