29.1 C
Bhubaneswar
Friday, October 18, 2024
Homeଓଡିଶାଭାରସାମ୍ୟ ହରାଇ ରାସ୍ତାକଡ଼ ଖାଇକୁ ଖସିଲା ଟ୍ୟାଙ୍କର

ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଇକୁ ଖସିଲା ଟ୍ୟାଙ୍କର

ଭୁବନେଶ୍ୱର: ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରିଘାଟିରେ ଅଚଳ ହୋଇ ରହିଥିବା ଏକ ଟ୍ୟାଙ୍କର ପଛୁଆ ଗଡ଼ିଯାଇ ରାସ୍ତାକଡ଼ ଏକ ଖାଇରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ ଓ ତାଙ୍କ ସହଯୋଗୀ।

ଟ୍ୟାଙ୍କରଟି ରାସ୍ତାକଡ଼ ଦେଇ ଯାଇଥିବା ବିଦ୍ୟୁତ ତାର ଓ ଖୁଣ୍ଟ ଉପରେ ପଡ଼ିଯିବାରୁ କିଡିଙ୍ଗ, କାଉଗୁଡ଼ା, ମାଣିବନ୍ଧା ଓ ସିକେରକୁପାକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏ ସଂପର୍କରେ ଖବର ପାଇ ସିକେରକୁପା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking