32.1 C
Bhubaneswar
Saturday, October 19, 2024
Homeଓଡିଶା୫ଟି ସଚିବଙ୍କୁ ଅଧିକାର ଦେଲା କିଏ: ବିଜୟ

୫ଟି ସଚିବଙ୍କୁ ଅଧିକାର ଦେଲା କିଏ: ବିଜୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଗସ୍ତକୁ ନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ପ୍ରଶ । ଆରଟିଆଇ ପ୍ରଶ୍ନରେ ସିଏମୋର ଉତ୍ତର ୫ଟି ସଚିବଙ୍କୁ ସେଭଳି ନିର୍ଦ୍ଦେଶ ଦିଆଯାଇନାହିଁ ।ଯଦି ସେହିଭଳି ନିର୍ଦ୍ଦେଶ ନାହିଁ ତେବେ ଏହା ହେଉଛି ଏକ ଜଘନ୍ୟ କଥା । ୫ଟି ସଚିବଙ୍କ ଗସ୍ତ ବେଳେ ପୋଲିସ ଓ ମାଳମାଳ ଗାଡି ବ୍ୟବସ୍ଥା ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ନଥିଲେ ଏହା ସଚିବଙ୍କ କଣ୍ଡକ୍ଟ ରୁଲର ଉଲ୍ଲଂଘନ ହୋଇଥିବା ସୂଚନା ରହିଛି । ସଚିବଙ୍କୁ ଏଭଳି ଅଧିକାର କିଏ ଦେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ ପଟ୍ଟନାୟକ । ଯଦି ବିନା ସମ୍ମତିରେ ହେଉଛି ତେବେ ମୁଖ୍ୟମନ୍ତ୍ରୀ ବନ୍ଦ କରୁନାହାନ୍ତି କାହିଁକି । ୫ଟି ଭାଙ୍ଗୁଥିବା ନିୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking