25.1 C
Bhubaneswar
Monday, October 21, 2024
Homeଓଡିଶାମୋଦିଙ୍କ ପ୍ରଶଂସା କଂଗ୍ରେସକୁ କଷ୍ଠ: ଜେପି ନଡ୍ଡା

ମୋଦିଙ୍କ ପ୍ରଶଂସା କଂଗ୍ରେସକୁ କଷ୍ଠ: ଜେପି ନଡ୍ଡା

ଭବାନୀପାଟଣା: ଭବାନୀପାଟଣାରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଉଦ୍‌ବୋଧନ । ଜୟ ଜଗନ୍ନା୍ କହତ ଅଭିଭାଷଣ ଦେଲେ ନଡ୍ଡା । ବାହାନଗା ଟ୍ରେନ ଟ୍ରାଜେଡି ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସାରା ବିଶ୍ୱ ମାନୁଛି । ନୋବେଲ ବିଜେତା ପଲ୍ ରୋମର ବି ମୋଦିଙ୍କ ପ୍ରଶଂସାରେ ଶତମୁଖି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବସ୍ କହି ସମ୍ବୋଧନ କରିଥିଲେ । ସାରା ଦୁନିଆ ମୋଦିଙ୍କୁ ପ୍ରଶଂସା କରୁଛି,କିନ୍ତୁ ଏଠାରେ ଆମ କଂଗ୍ରେସ ନେତାଙ୍କ ପେଟ ମୋଡୁଛି । ମୋଦିଙ୍କଚ ପ୍ରଶଂସା କଲେ କଂଗ୍ରେସକୁ ଭାରି କଷ୍ଠ ହେଉଛି ବୋଲି କହିଛନ୍ତି ଜେପତ ନଡ୍ଡା । ଆଜି ପାଟନାରେ କଂଗ୍ରେସ ସହ କିଛି ବିରୋଧି ଏକାଠି ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ଜେଜେମା ନୀତିଶଙ୍କୁ ଜେଲରେ ଠୁଙ୍କିଥିଲେ । ଆଜି ସେହିମାନେ ରାହୁଲଙ୍କ ସହ ସେଠାରେ ଏକାଠି ହୋଇଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking