34.1 C
Bhubaneswar
Friday, September 20, 2024
Homeଓଡିଶାମୁଖ୍ୟମନ୍ତ୍ରୀ ସଚିବଙ୍କୁ ସୁପର ସିଏମ୍ କରିଦିଅନ୍ତୁ: ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ସଚିବଙ୍କୁ ସୁପର ସିଏମ୍ କରିଦିଅନ୍ତୁ: ମୋହନ ମାଝୀ

ଭୁବନେବଶ୍ୱର: ଅପରାଜିତାଙ୍କ ପରେ ୫ଟି ସଚିବଙ୍କୁ ନେଇ ମନ୍ତବ୍ୟର ଲମ୍ବା ଲାଇନ୍ । ଜଣଙ୍କ ପରେ ଜଣେ ବିରୋଧୀ ନେତା ଜାରୀ ରଖିଛନ୍ତି ମନ୍ତବ୍ୟ । ପାୱାର ଅଫ ଆଟର୍ଣ୍ଣି ଦେବାକୁ ମୋହନ ମାଝୀଙ୍କ ପରାମର୍ଶ । ମୁଖ୍ୟମନ୍ତ୍ରୀ ତାଙ୍କୁ ପାୱାର ଅଫ ଆଟର୍ଣ୍ଣି କରିଦିଅନ୍ତୁ ବୋଲି କହିଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ସିଏମ୍ ବା ସୁପର ସିଏମ୍ କରିଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଭଳି ସଚିବଙ୍କ ମିନିଟ୍‌ରୁ ମିନିଟ୍ ପ୍ରୋଗ୍ରାମ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking