31.1 C
Bhubaneswar
Friday, October 18, 2024
Homeଓଡିଶାବନ୍ଧାହେଲେ ସହକାରୀ ଯନ୍ତ୍ରୀ

ବନ୍ଧାହେଲେ ସହକାରୀ ଯନ୍ତ୍ରୀ

କଟକ: କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଗିଫ ହୋଇଥିବା ସୂଚନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।  ଆୟଠାରୁ ୧୮୩% ସମ୍ପତ୍ତି ଆହରଣ ଅଭିଯୋଗରେ ଗିରଫ ହୋଇଥିବା ସୂଚନା ।

ଗଞ୍ଜେଇ ସହ ଗାଡି ଜବତ: ଜଣେ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking