32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଛତିଶଗଡ: ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିପାତ

ଛତିଶଗଡ: ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିପାତ

କାଙ୍କେର: ସୋମବାର ଛତିଶଗଡର କାଙ୍କେର ଜିଲ୍ଲାରେ ନିରାପତ୍ତାରକ୍ଷୀଙ୍କ ସହ ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ସକାଳ ୭ଟା ସମୟରେ ବିଏସଏଫ୍ ଓ ଡିଆରଜି ଯବାନଙ୍କ ମିଳିତ ବାହିନୀ ବିନାଗୁଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ ଚଳାଇଥିବାବେଳେ ସେଠାରେ ଲୁଚିରହିଥିବା ପ୍ରାୟ ୨୫ ଜଣ ମାଓବାଦୀଙ୍କ ସହ ଏନ୍‌କାଉଣ୍ଟର ହୋଇଥିଲା । ମୃତ ମାଓବାଦୀ ନିକଟରୁ ରାଇଫଲ ଓ ଗୋଳାବାରୁଦ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking