32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଆରବ ସାଗରରେ ୪ ଯୁବକ ନିଖୋଜ

ଆରବ ସାଗରରେ ୪ ଯୁବକ ନିଖୋଜ

ମୁମ୍ବାଇ: ମୁମ୍ବାଇର ୪ ଜଣ ବାଳକ ଆରବ ସାଗରରେ ଗାଧୋଉଥିବାବେଳେ ନିଖୋଜ ହୋଇଯାଇଛନ୍ତି । ବର୍ତ୍ତମାନ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ପ୍ରଭାବରେ ଆରବ ସାଗର ଅଶାନ୍ତ ହୋଇପଡିଥିବାରୁ ଏମାନେ ବୁଡିଯାଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ୧୨ରୁ ୧୫ ବର୍ଷ ବୟସର ୫ ଜଣ ବାଳକ ରବିବାର ଜୁହୁ ବିଚ୍‌ସ୍ଥିତ ସମୁଦ୍ରରେ ଗାଧୋଉଥିବାବେଳେ ଢେଉରେ ଭାସିଯାଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ବାଳକକୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିବାବେଳେ ଅନ୍ୟମାନଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ । ଉଦ୍ଧାରକାର୍ଯ୍ୟରେ ନୌସେନା ଓ ତଟରକ୍ଷୀ ବାହିନୀ ଯବାନ ଓ ଦକ୍ଷ ବୁଡାଳିଙ୍କୁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking