23.1 C
Bhubaneswar
Saturday, October 19, 2024
Homeଓଡିଶାବିଦ୍ୟୁତ ବିଭ୍ରାଟ: ଟାଟା ପାୱାରକୁ ଦୋଷ ଦେଲେ ଅମର ପଟ୍ଟନାୟକ

ବିଦ୍ୟୁତ ବିଭ୍ରାଟ: ଟାଟା ପାୱାରକୁ ଦୋଷ ଦେଲେ ଅମର ପଟ୍ଟନାୟକ

ଭୁବନେଶ୍ୱର: ଟାଟା ପାୱାରକୁ ସିଧାସଳଖ ଭାବେ ଦୋଷ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ଲୋଡ ବାଲାନ୍ସିଂ ଠିକ୍ ଭାବେ ହୋଇପାରୁ ନଥିବରୁ ବିଜୁଳି କଟୁଛି । ବିଦ୍ୟୁତ ବିତରଣରେ ଗ୍ୟାପ୍ ବା ସଟଫଲ ରହୁଛି କିନ୍ତୁ ରିଭ୍ୟୁ କରୁନାହିଁ । ଟାଇମ୍ ଟୁ ଟାଇମ୍ ଅପଗ୍ରେଡ୍ କରାଯାଉନାହିଁ କିନ୍ତୁ ଏବେ ଏହାର କରିବାର ସମୟ ଆସିଯାଇଛି । ଛୋଟ ଠାରୁ ବଡ ସବୁ ବିପର୍ଯ୍ୟୟକୁ ନେଇ ଡିଜାଷ୍ଟର ପ୍ଲାନ କରାଯାଏ ।

ସେଇ ପ୍ଲାନଟା ଏଥର ମୁଁ ଦେଖିବାପକୁ ପାଇଲି ନାହିଁ  । ଯଦି ଟାଟା ପାୱାର ଏଥଟା କରେଇ ଥାନ୍ତା କି ଏବେ କରିବ ତାହାଲେ ଆମର ଆସ୍ଥା ବଢିବ । ଲୋକେ ଜାଣିପାରିବେ କେତେ ଘଣ୍ଟା ଭିତରେ ବିଜୁଳି ମିଳିବ । ରାଜ୍ୟ ଜାତୀୟ ବିପତ୍ତିକୁ ସଫଳତାର ସହ ମୁକାବିଲା କରିପାରୁଛି । କିନ୍ତୁ ଟାଟା ପାୱାର ଘର ସଂସ୍ଥା ହୋଇ ପରିପାରୁନି ଏହା ଆଶ୍ଚର୍ଯ୍ୟର କଥା ବୋଲି କହିଛନ୍ତି ଅମର ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking