24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶନେପାଳ ସୀମାରୁ ୩ କୋଟିର ଡ୍ରଗ୍‌ସ ଜବତ, ୧ ଗିରଫ

ନେପାଳ ସୀମାରୁ ୩ କୋଟିର ଡ୍ରଗ୍‌ସ ଜବତ, ୧ ଗିରଫ

ଲକ୍ଷ୍ନୌ: ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଯବାନମାନେ ରବିବାର ସନ୍ଧ୍ୟାରେ ନେପାଳ ସୀମାନ୍ତବର୍ତ୍ତୀ ଉତ୍ତରପ୍ରଦେଶର ବାରାଏକ୍ ଜିଲ୍ଲାରୁ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ତା’ ନିକଟରୁ ୭.୨୫ କିଲୋ ଓଜନର ଚରସ୍ ଜବତ କରିଛନ୍ତି ।

ଆନ୍ତର୍ଜାତିକ ମାର୍କେଟରେ ଏହାର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନ୍‌ଡିପିଏସ୍ ଆଇନର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking