24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଶରଦ ପୱାରଙ୍କୁ ହତ୍ୟା ଧମକ, ୧ ଗିରଫ

ଶରଦ ପୱାରଙ୍କୁ ହତ୍ୟା ଧମକ, ୧ ଗିରଫ

ମୁମ୍ବାଇ: ଏନ୍‌ସିପି ସୁପ୍ରିମୋ ଶରଦ ପୱାରଙ୍କୁ ଫେସ୍‌ବୁକ୍‌ରେ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ସୋମବାର ସାଗର ବ୍ରାଭେ ନାମକ ଜଣେ ଯୁବକଙ୍କୁ ସୋମବାର ଗିରଫ କରିଛି । ସାଗର ଏଥିପାଇଁ ଫେସ୍‌ବୁକ୍‌ରେ ଦୁଇଟଇ ଜାଲ୍ ଆକାଉଣ୍ଟ ଖୋଲିଥିଲା । ଜାମିନ ନାମଞ୍ଜୁର ହେବାପରେ ସାଗରକୁ ମଙ୍ଗଳବାର ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଯାଇଛି ।

ଏହି ଘଟଣାପରେ ପୱାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ ମହାରାଷ୍ଟ୍ର ମୁଖ୍ୟମନପ୍ତ୍ରୀ ଏକନାଥ ସିନ୍ଦେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେଉଁ କାରଣରୁ ସାଗର ଏଭଳି ହତ୍ୟାଧମକ ଦେଇଥିଲା, ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking