ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲା କେନ୍ଦ୍ର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ୨୧୮କୁ ବୃଦ୍ଧି ହୋଇଥିବା ସୂଚନା । ଧାନ ଗ୍ରେଡ୍-ଏ ସହାୟକ ମୂଲ୍ୟ କୁଇଣ୍ଟାଲ ୨୨୦୩କୁ ବୃଦ୍ଧି ହୋଇଛି । ମୁଗ କୁଇଣ୍ଟାଲ ୮୫୫୮ ଟଙ୍କା, କପା ୬୬୨୦ ଟଙ୍କାକୁ ବୃଦ୍ଧି, ବିରି କୁଇଣ୍ଟାଲ ୬୯୫୦, ବାଦାମ କୁଣ୍ଟାଲ ୬୩୭୭ ଟଙ୍କା ବୃଦ୍ଧି ହୋଇଥିବା ସୂଚନା ।