18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶନଖ ହଳଦିଆ ପଡ଼ିବାର କାରଣ କଣ ? ଆସନ୍ତୁ ଜାଣିବା....

ନଖ ହଳଦିଆ ପଡ଼ିବାର କାରଣ କଣ ? ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ: ନଖ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସ୍ୱାସ୍ଥ୍ୟର ଅନେକ ରହସ୍ୟ ନଖ ପାଖରେ ହିଁ ରହିଛି । ବେଳେ ବେଳେ ନଖ ଗୁଡ଼ିକ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ହଳଦିଆ ହୋଇ ସହଜରେ ଭାଙ୍ଗିଯାଏ । ତେଣୁ ନଖକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ ଆପଣ ନିଜ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିପାରିବେ ।

ଶରୀରରେ ପ୍ରୋଟିନର ଅଭାବ ହେତୁ ନଖ ଦୁର୍ବଳ ହୋଇଯାଏ ଏବଂ ହଳଦିଆ ପଡ଼ିବା ସହ ସହଜରେ ଭାଙ୍ଗିଯାଏ। ତେବେ କୋଷଗୁଡ଼ିକୁ ମଜବୁତ କରିବା ଏବଂ ନୂତନ କୋଷ ଗଠନ ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଡାଲି, ବିନ୍ସ, ଚିକେନ୍ ,ଅଣ୍ଡା, କ୍ଷୀର, ମାଛ ଇତ୍ୟାଦି ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking