28.1 C
Bhubaneswar
Friday, October 18, 2024
Homeଓଡିଶାଆଜିଠୁ ଆହୁରି ବଢ଼ିବ ତାତି

ଆଜିଠୁ ଆହୁରି ବଢ଼ିବ ତାତି

ଭୁବନେଶ୍ବର: ସପ୍ତାହେ ହେଲା ପଶ୍ଚିମ ଓଡ଼ିଶା ତାତିରେ ଜଳୁଥିବା ବେଳେ ଦକ୍ଷିଣ ଓଡ଼ିଶାର ମାଲକାନଗିରିରେ ପାରଦ ଉପର ମୁହାଁ ହୋଇ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଏବଂ ସୁବର୍ଣ୍ଣପୁରରେ ତାପମାତ୍ରା ୪୪ ଡିଗ୍ରୀ ଟପିବାରୁ ତାତି ଅସ୍ତବ୍ୟସ୍ତ କରୁଥିଲା।

ଗ୍ରୀଷ୍ମ ପ୍ରବାହରେ ଆଭ୍ୟନ୍ତରୀଣ ଓଡ଼ିଶା ସନ୍ତୁଳିତ ହେଉଥିବା ବେଳେ ଭୁବନେଶ୍ବର ସହିତ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିଲା। ଗତଦୁଇ ଦିନ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜିଠାରୁ ପୁଣି ଦିନ ତାପମାତ୍ରା କେତେକ ସ୍ଥାନରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking