ଜଗତସିଂହପୁର: ୨ ପରିବାରର ୧୨ ବଖରା ଘର ଜଳିଯାଇଥିବା ସୂଚନା ମିଳିଛି। ତିର୍ତ୍ତୋଲ ଥାନା କଣ୍ଟାପଡ଼ା ଗାଁରେ ସର୍ଟସିର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।