ଭୁବନେଶ୍ୱର: ୨୫ଚ କୋଟି ବ୍ୟାଙ୍କ ଋଣ ଠକେଇ ମାମଲା । ଠକେଇ ମାମଲାରେ ୨ ବିଲଡରଙ୍କ ଘରେ ଇଡିର ଚଢାଉ ୨ ବିଲଡରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ସୁନା । ୧ କେଜି ୯୭୮ ଗ୍ରାମ ସୁନା,ନଗଦ ୧୫ ଲକ୍ଷ ଟଙ୍କା ଜବତ । ଗତ ୧୮ ତାରିଖରେ ଠକେଇ ମାମଲାରେ ରେଡ୍ କରିଥିଲା ଇଡି ।