19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶସେନ୍‌ସେକ୍ସ, ନିଫ୍‌ଟି ସୂଚକାଙ୍କ ହ୍ରାସ

ସେନ୍‌ସେକ୍ସ, ନିଫ୍‌ଟି ସୂଚକାଙ୍କ ହ୍ରାସ

ମୁମ୍ବାଇ: ସେନ୍‌ସେକ୍ସ ଓ ନିଫ୍‌ଟି ସୂଚକାଙ୍କ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି । ଗୁରୁବାର ଷ୍ଟକ୍ ଏକ୍ସଚେଞ୍ଜ କାରବାର ଶେଷ ସୁଦ୍ଧା ସେନ୍‌ସେକ୍ସ ୧୨୯ ପଏଣ୍ଟ ହ୍ରାସ ପାଇ ୬୧,୪୩୧.୭୪ରେ ପହଞ୍ଚିଥିବାବେଳେ ନିଫ୍‌ଟି ସୂଚକାଙ୍କ ୫୨ ପଏଣ୍ଟ ହ୍ରାସ ପାଇ ୧୮,୧୨୯.୯୫ରେ ପହଞ୍ଚିଛି । ସେନ୍‌ସେକ୍ସ ହ୍ରାସ ଯୋଗୁଁ ବଜାଜ ଫାଇନାନ୍ସ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଭାରତୀ ଏୟାରଟେଲ, ଆଇସିଆଇସିଆଇ, ଏସିଆନ ପେଣ୍ଟ୍‌ସ ଓ ଏଚ୍‌ସିଏଲ ଭଳି କମ୍ପାନୀ ଲାଭବାନ ହୋଇଥିବାବେଳେ ଷ୍ଟେଟ୍ ବ୍ୟାଙ୍କ, ଆଇଟିସି, ଟାଇଟାନ୍‌, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଓ ପାୱାର ଗ୍ରୀଡ୍ କ୍ଷତିଗ୍ରସ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking