28.1 C
Bhubaneswar
Thursday, September 19, 2024
Homeଓଡିଶାବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର : ନିଜ ଘରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ମାଲସାହି ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଭଂଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ଗୌଡ । କୌଣସି କାରଣରୁ ନିଜ ଘରେ କାମ କରୁଥିବା ବେଳେ ସେ ବିଦ୍ୟୁତ ଆଘାତ ପାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରେଳ ସେବାର ନୂଆଯୂଗର ଅୟମାରମ୍ଭ; ଆଜିଠୁ ବନ୍ଦେ ଭାରତ ଏକ୍ସପ୍ରେସ୍‌, ମୋଦୀ କରିବେ ଶୁଭାରମ୍ଭ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking