ଭୁବନେଶ୍ୱର: ପାକିସ୍ତାନ ପାଇଁ ଗୁଇନ୍ଦା ଗିରି ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ବ୍ୟାଙ୍କ ତଥ୍ୟ ପାଇଁ ଏନପିସିଆଇକୁ ଚିଠି ଲେଖିଲା ଏସଟିଏଫ୍ । ୟୁପିଆଇ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଜାଣିବାକୁ ଚିଠି ଲେଖିଲା ଏସଟିଏଫ୍ । ପଶ୍ଚିମବଙ୍ଗ ପୋଲିସ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସହ ବିଯୋଗାଯୋଗରେ ଏସଟିଏଫ୍ ।