28.1 C
Bhubaneswar
Friday, October 18, 2024
Homeଓଡିଶାତାନ୍ତ୍ରିକ କୈଫ ଖାନର ପ୍ରମୁଖ ସହଯୋଗୀ ଗିରଫ

ତାନ୍ତ୍ରିକ କୈଫ ଖାନର ପ୍ରମୁଖ ସହଯୋଗୀ ଗିରଫ

କଟକ: କଟକ ଭଣ୍ଡ ତାନ୍ତ୍ରିକକୁ ଗିରଫ ଘଟଣା । ଠକ କୈଫ ଖାନର ଡ୍ରାଇଭର ତଥା ପ୍ରମୁଖ ସହଯୋଗୀ ଶେଖ ଇଜ୍ରାଇଲକୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ମଙ୍ଗଳାବାଗ ଓ ସଦରରେ ଭଣ୍ଡ ତାନ୍ତ୍ରିକ ବିରୋଧରେ ୬ଟି ମାମଲା ରୁଜୁ ହୋଇଛି।

ଏବେ ୪ଦିନର ରିମାଣ୍ଡରେ ଅଛି କୈଫ। ଗିରଫଦାରୀ ଆହୁରି ବଢିପାରେ ବୋଲି ଥାନା ଅଧିକାରୀ ସୁଧାଂଶୁ ଶେଖର ଜେନା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking