25.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଅଙ୍ଗାଦାନ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ୪୨ ଦିନର ସ୍ୱତନ୍ତ୍ର ଛୁଟି

ଅଙ୍ଗାଦାନ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ୪୨ ଦିନର ସ୍ୱତନ୍ତ୍ର ଛୁଟି

ନୂଆଦିଲ୍ଲୀ : ଅଙ୍ଗଦାନ କରିଥିବା କର୍ମଚାରୀଙ୍କୁ କେନ୍ଦ୍ର ସରକାର ୪୨ ଦିନର ସ୍ୱତନ୍ତ୍ର କାଜୁଆଲ ଛୁଟି ପ୍ରଦାନ କରିବେ । ଏହି ଛୁଟି ସର୍ଜରୀର ସୁସ୍ଥ ହେବା ପାଇଁ ପ୍ରଦାନ କରାଯିବ । ଏଥିପାଇଁ ସରକାରୀ ମାନ୍ୟତାପ୍ରାପ୍ତ ଡାକ୍ତରଙ୍କ ମଞ୍ଜୁରୀର ଆବଶ୍ୟକତା ରହିବ । ଏହା ପୂର୍ବରୁ ଏହି ମାମଲାରେ ୩୦ ଦିନ ଛୁଟି ଦିଆଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking