27.1 C
Bhubaneswar
Saturday, October 19, 2024
Homeଓଡିଶାସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ

ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ

ଭୁବନେଶ୍ୱର: ସ୍ଥନୀୟ କଟକରୋଡ ବମିଖାଲ ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିର ୍ରଙ୍ଗଣରେ ୧୮ତମ ବିଶ୍ୱଶାନ୍ତି ମହାଜ୍ଞ ଅନୁଷ୍ଠିତ ହୋଇାଇଛି । ୨୩ତାରିଖ ସକାଳୁ ଅଙ୍କୁରାରୋପଣ ହୋଇଥିବାବେଳେ ୨୪ ତାରିଖରେ ଜଳଯାତ୍ରା, ର୍ସ୍ୟୂପୂଜା ଓ ଅଗ୍ନିକୁଣ୍ଡ ସଂସ୍କାର ହୋଇଥିଲା । ୨୫ ତାରିଖରେ ଚଣ୍ଡୀାଠ, ରୁଦ୍ରାଭିଷେକ ହନୁମାନ ଷୋଡଷ ଉପଚାରୂଜା ଓ ସହସ୍ରନାମ ଏବଂ ୨୫ ତାରିଖରେ ୂର୍ଣ୍ଣାହୂତୀ ହୋଇଥିଲା । ସଂନ୍ଧ୍ୟାରେ ସଂସ୍କୃତିକ କାଯୂଜା ଓ ଅଗ୍ନିକୁଣ୍ଡ ସଂସ୍କାର ହୋଇଥିଲା ।

୨୫ ତାରିଖରେ ଚଣ୍ଡୀପାଠ, ରୁଦ୍ରାଭିଷେକ ହନୁମାନ ଷୋଡଷ ଉପଚାରପୂଜା ଓ ସହସ୍ରନାମ ଏବଂ ୨୫ ତାରିଖରେ ପୂର୍ଣ୍ଣାହୂତୀ ହୋଇଥିଲା । ସଂନ୍ଧ୍ୟାରେ ସଂସ୍କୃତିକ କାଯପୂଜା ଓ ଅଗ୍ନିକୁଣ୍ଡ ସଂସ୍କାର ହୋଇଥିଲା । ୨୫ ତାରିଖରେ ଚଣ୍ଡୀାଠ, ରୁଦ୍ରାଭିଷେକ ହନୁମାନ ଷୋଡଷ ଉପଚାରୂଜା ଓ ସହସ୍ରନାମ ଏବଂ ୨୫ ତାରିଖରେ ପୂର୍ଣ୍ଣାହୂତୀ ହୋଇଥିଲା । ସଂନ୍ଧ୍ୟାରେ ସଂସ୍କୃତିକ ର୍କ୍ୟାକ୍ରମ ସହ ପ୍ରସାଦ ସେବନ ହୋଇଥିଲା । ପ୍ରସାଦ ସେବନରେ ୧୨୦୦ରୁ ଅଧିକ ଶ୍ରଦ୍ଧାଳୁ ୋଗଦେଇଥିଲେ । ସଭାପତି ଶରତ ଚନ୍ଦ୍ର ପଣ୍ଡା, ସମ୍ପାଦକ ନିର୍ମଳ ମହାନ୍ତି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking