27.1 C
Bhubaneswar
Saturday, October 19, 2024
Homeଓଡିଶାବିଜେବିକୁ ବାହାର ଲୋକ ମନା

ବିଜେବିକୁ ବାହାର ଲୋକ ମନା

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରକୁ ଆକ୍ରମଣ ଘଟଣା ପରେ ପଦକ୍ଷେପ । ବାହାର ଲୋକ କ୍ୟାମ୍ପସରେ ନପଶିବା ପାଇଁ ଲାଗିଲା ପୋଷ୍ଟର । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କ୍ୟାମ୍ପସରେ ଲଗାଯିବ ସିସିଟିଭି । ସିସିଟିଭି ଲଗାଇବା ପାଇଁ ଗଠନ ହୋଇଛି ଏକ୍ସପର୍ଟ ଟିମ୍ । ପାଚେରୀରେ କଣ୍ଟା ତାର ଲଗାଇବାକୁ ପିଡବ୍ଲୁଡିକୁ ଲେଖାଯାଇଛି । ସୁରକ୍ଷା ସଂପର୍କିତ ପଦକ୍ଷେପ ନେଇ କଲେଜ ଅଧ୍ୟକ୍ଷଙ୍କ ସୂଚନା ଜାରି ।

ନ୍ୟୁଡ୍ କଲ୍ ଠକେଇ: ରାଜସ୍ଥାନରୁ ୨ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking