32.1 C
Bhubaneswar
Saturday, October 19, 2024
Homeଓଡିଶାଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ ଆଇଡି: ଏନଇଟିଏଫ ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ

ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ ଆଇଡି: ଏନଇଟିଏଫ ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ କେନ୍ଦ୍ରର ବଡ ପଦକ୍ଷେପ ।  ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ୟୁନିକ ଆଇଡି ସିଷ୍ଟମ । ଅଗଷ୍ଟରୁ ପଞ୍ଜୀକରଣ କରିବେ ଛାତ୍ରଛାତ୍ରୀ ଏବଂ ଏହା ଆଧାର ସହ ଲିଙ୍କ ହେବ ।  ନକଲି ସାର୍ଟିଫିକେଟ ରୋକିବାକୁ ପଦକ୍ଷେପ ନେଲା ଏନଇଟିଏଫ । ପଞ୍ଜୀକୃତ ଛାତ୍ରଛାତ୍ରୀ ଶିକ୍ଷାଗତ ଯୋଗ୍ୟତା ୱେବସାଇଟ୍‌ରେ ରହିବ ବୋଲି ସୂଚନା ଜାରି । ଶିକ୍ଷାନୁଷ୍ଠାନ ବଦଳିଲେ ରାଜ୍ୟ ବାହାରେ ପଢିଲେ ବି ଅସୁବିଧା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଏନଇଟିଏଫ ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ ।

ବ୍ୟାଙ୍କ ପୋଛିଦେଲେ ଲୁଟେରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking