32.1 C
Bhubaneswar
Saturday, October 19, 2024
Homeଓଡିଶାଚଳନ୍ତା ବାଇକରୁ ଡେଇଁ ପଡିଲେ ମହିଳା

ଚଳନ୍ତା ବାଇକରୁ ଡେଇଁ ପଡିଲେ ମହିଳା

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଇକ ଟାକ୍ସି ଡ୍ରାଇଭର ଛଡାଇ ନେଇଥିଲା ମହିଳାଙ୍କ ମୋବାଇଲ୍ । ଗନ୍ତବ୍ୟ ସ୍ଥଳ ଇନ୍ଦ୍ରାନଗର ବଦଳରେ ବିପରିତ ଦିଗକୁ ନେଉଥିଲା ବାଇକ୍ । ଜୀବନ ବିକଳରେ ଚଳନ୍ତା ବାଇକରୁ ଡେଇଁପଡିଲେ ମହିଳା । ସିସିଟିଭିରେ କଏଦ ହେଲା ପୂରା ଭିଜୁଆଲ ।

ବ୍ୟାଙ୍କ ପୋଛିଦେଲେ ଲୁଟେରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking