32.1 C
Bhubaneswar
Saturday, October 19, 2024
Homeଓଡିଶାବ୍ୟାଙ୍କ ପୋଛିଦେଲେ ଲୁଟେରା

ବ୍ୟାଙ୍କ ପୋଛିଦେଲେ ଲୁଟେରା

ଜଳେଶ୍ୱର: ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ ଧରଣର ଲୁଟ ହୋଇଥିବା ସୂଚନା । ୭/୮ ଜଣ ଡକାୟତ ପିସ୍ତଲ ଦେଖାଇ ଲୁଟିନେଲେ ସୁନା ଓ ଟଙ୍କା । ପ୍ରାୟ ୩୦ ରୁ ୪୦ ଲକ୍ଷ ଟଙ୍କା ଓ ସବୁ ସୁନା ଲୁଟି ନେଇଥିବା ସୂଚନା । ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା ସୁନା ଲୁଟି ପଳାଇଲେ ଲୁଟେରା । ଟଙ୍କା ସୁନା ଲୁଟି ପଶ୍ଚିମବଙ୍ଗକୁ ଲୁଟେରା ପଳାଇଥିବା ସୂଚନା । ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ବ୍ୟାଙ୍କ ତାଲା ଖୋଲିଲା ପୋଲିସ ।

ବଗଲା ମାମଲାରେ ଜବାବ ତଲବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking