ହାଇଦ୍ରାବାଦ: ୱାଇଆର୍ଏସ୍ ତେଲେଙ୍ଗାନା ପାର୍ଟିର ଅଧ୍ୟକ୍ଷ ୱାଇଏସ୍ ଶର୍ମିଳାଙ୍କୁ ମଙ୍ଗଳବାର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ନିଜ ଘର ବାହାରେ ପୁଲିସ କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା । ସୋମବାର କୋର୍ଟ ଶର୍ମିଳାଙ୍କୁ ମେ ୮ ତାରିକ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଶର୍ମିଳା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ।
ଆଜି ପ୍ରବଳ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ୩୦ପର୍ଯ୍ୟନ୍ତ କାଳବୈଷାଖି ପ୍ରଭାବରେ ପାଗ କୋହଲା ରହିବ