32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଆତିକ୍ ହତ୍ୟାକାରୀଙ୍କୁ ରିପୋର୍ଟର୍ ଟ୍ରେନିଂ ଦେଇଥିବା ୩ ଗିରଫ

ଆତିକ୍ ହତ୍ୟାକାରୀଙ୍କୁ ରିପୋର୍ଟର୍ ଟ୍ରେନିଂ ଦେଇଥିବା ୩ ଗିରଫ

ବାନ୍ଦା : ଆତିକ୍‌-ଅସ୍ରପ୍ ହତ୍ୟା ମାମଲାରେ ଏସ୍‌ଆଇଟି ଉତ୍ତର ପ୍ରଦେଶର ବାନ୍ଦା ରେଲ୍‌ୱେ ଷ୍ଟେସନ୍‌ରୁ ତିନିଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଏହି ତିନିଜଣ ଆତିକ୍‌-ଅସ୍ରଫ୍ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଲବଲେଶ ତିୱାରୀର ବନ୍ଧୁ । ସେମାନଙ୍କ ମଧ୍ୟରେ ଜଣେ ଏକ ୱେବ୍ ପୋର୍ଟାଲ୍ ଚଳାଉଛି । ସେମାନେ ଲବ୍‌ଲେଶକୁ ରିପୋର୍ଟର ଟ୍ରେନିଂ ଦେବା ସହିତ କ୍ୟାମେରା କିଣିବାରେ ସହାୟତା କରିଥିଲେ । ତେବେ ପୁଲିସ ସେମାନଙ୍କ ପରିଚୟ ପ୍ରକାଶ କରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking