32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ ଆତିକ୍ ଗ୍ରୁପ୍‌ର ଶୁଟର୍ ଅସଦ କାଲିଆ ଗିରଫ

 ଆତିକ୍ ଗ୍ରୁପ୍‌ର ଶୁଟର୍ ଅସଦ କାଲିଆ ଗିରଫ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜ ପୁଲିସ ମାଫିଆ ଆତିକ୍ ଅହମ୍ମଦ ଗ୍ରୁପ୍‌ର ଶୁଟର୍ ଅସଦ୍ କାଲିକାକୁ ଗିରଫ କରିଛି । ଏହି ଅବସରରେ ତା’ ନିକଟରୁ ଏକ ଦେଶୀ ପିସ୍ତଲ ଓ ଦୁଇଟି ଗୁଳି ଜବତ କରାଯାଇଛି । ପୁଲିସ ଅନୁସାରେ କରୋଲୀ ଥାନାରେ ହତ୍ୟା ଉଦ୍ୟମ ସମେତ ବହୁ ମାମଲା ରହିଛି ।

ସେ ଜଣେ ୱାଣ୍ଟେଡ୍ ଅପରାଧୀ ଥିଲା ଏବଂ ତା’ ନାମରେ ୫୦ ହଜାର ପୁରସ୍କାର ରହିଥିଲା । ପୁଲିସ ସୂତ୍ର ଅନୁସାରେ ଅସଦ୍ କାଲିଆକୁ ଆତିକ୍ ଅହମ୍ମଦର ପତ୍ନୀ ସାଇସ୍ତା ପରୱିନ୍‌ର ଡାହାଣ ହାତ କୁହାଯାଏ । ତା’ର ଗିରଫ ପରେ ପୁଲିସକୁ ସାଇସ୍ତା ନିକଟରେ ପହଞ୍ଚିବାକୁ ସହାୟତା ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking