32.1 C
Bhubaneswar
Tuesday, October 22, 2024
Homeଓଡିଶାଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ଷ୍ଟାର ପ୍ରଚାରକ ତାଲିକା....

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ଷ୍ଟାର ପ୍ରଚାରକ ତାଲିକା….

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ଆଜି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଦଳ ପକ୍ଷରୁ ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି ।
ତାଲିକାରେ ଅଛନ୍ତି…..
୧) ମନମୋହନ ସାମଲ
୨) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
୩)ଅଶ୍ୱିନୀ ବୈଷ୍ଣବ
୪)ବିଶେଶ୍ୱର ଟୁଡୁ
୫) ଜୁଏଲ୍ ଓରାମ
୬)ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
୭)ଜୟ ନାରାୟଣ ମିଶ୍ର
୮) ସାଂସଦ ପ୍ରତାପ ଷଡଙ୍ଗୀ
୯)ସୁନୀଲ ବଂଶଲ
୧୦) ଡି ପୁରନ୍ଦେଶ୍ୱର
୧୧) ବିଜୟପାଲ ସିଂହ ତୋମାର
୧୨)ସମୀର ମହାନ୍ତି
୧୩)ସୁରେଶ ପୂଜାରୀ
୧୪)ବସନ୍ତ ପଣ୍ଡା
୧୫)କନକ ବର୍ଦ୍ଧନ ସିଂହଦେଓ
୧୬)ସଙ୍ଗୀତା ସିଂହଦେଓ
୧୭)ଅପରାଜିତା ଷଡଙ୍ଗୀ
୧୮) ନିତେଶ ଗଙ୍ଗଦେବ
୧୯) ମୋହନ ଚରଣ ମାଝୀ
୨୦)ନାଉରୀ ନାୟକ
୨୧) ସମ୍ବିତ ପାତ୍ର
୨୨)ଖାରବେଳ ସ୍ୱାଇଁ
୨୩)ସୁରମା ପାଢୀ
୨୪)ରବିନାରାୟଣ ନାୟକ
୨୫)ମାନସ କୁମାର ମହାନ୍ତି
୨୬) ପୃଥ୍ୱୀଭ୍‌ରାଜ ହରିଚନ୍ଦନ
୨୭) ଗୋଲକ ମହାପାତ୍ର
୨୮) ଡ.ଲେଖାଶ୍ରୀ ସାମନ୍ତସିଂହାର
୨୯)ସୁବାଷ ପାଣିଗ୍ରାହୀ
୩୦)ଶଙ୍କର ଓରାମ
୩୧)ରାଧାରାଣୀ ପଣ୍ଡା
୩୨)ପ୍ରଦୀପ ପୁରୋହିତ
୩୩) ଭବାନୀ ଶଙ୍କର ଭୋଇ
୩୪) ନିତ୍ୟାନନ୍ଦ ଗଣ୍ଡ
୩୫)ମୁକେଶ ମହାଲିଙ୍ଗ
୩୬) କୁଶୁମ ଟେଟେ
୩୭) ସୁରଜ ସୁର୍ଯ୍ୟବଂଶୀ
୩୮) ମଙ୍ଗଳ ସାହୁ
୩୯)ଦିନେଶ ଜୈନ୍‌
୪୦) ତ୍ରିନାଥ ଗୌଲ୍‌
ସୂଚନାଯୋଗ୍ୟ, ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେଉଛି ଉପନିର୍ବାଚନ । ଆସନ୍ତା ମେ ୧୦ରେ ଝାରସୁଗୁଡା ଭୋଟ୍ ପଡିବାକୁ ଥିବାବେଳେ, ମେ ୧୩ରେ ଆସିବ ରେଜଲ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking