ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ କେନ୍ଦ୍ରର ଚିଠି । ପଦକ୍ଷେପ ନେବାକୁ କେନ୍ଦ୍ର ଶ୍ରମ ନିୟୋଜନ ବିଭାଗର ଚିଠି । କର୍ମଚାରୀ ଏବଂ ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟି ଦେବାକୁ ନିର୍ଦ୍ଧେଶ । କାର୍ଯ୍ୟସ୍ଥଳରେ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିବାରୁ ପଦକ୍ଷେପ ନିଅନ୍ତୁ । ଖଣି,ନିର୍ମାଣ କ୍ଷେତ୍ର,ଇଟାଭାଟି ଶ୍ରମିକଙ୍କ ପାଇଁ ଗୁରୁତ୍ୱାରୋପ ଦିଆଯାଇଛି । ଥଣ୍ଡା ପାଣି ଓ ଆଶ୍ରୟ ଆଦିର ବ୍ୟବସ୍ଥା କରିବାକୁ ପରାମର୍ଶ ।