ବାସୁଦେବପୁର: ମୃତ ଶିଣୁକୁ ଲୁଣରେ ପୋତିଲା ଗୁଣିଆ । ବାସୁଦେବପୁର ମେଡିକାଲ ପରିସରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଡାକ୍ତର ମୃତ ଘୋଷଣା ପରେ ଛୁଆକୁ ବଞ୍ଚାଇ ଦେବ କହିଥିଲା ଗୁଣିଆ । ମେଡିକାଲ ପରିସରରେ ଛୁଆକୁ ଲୁଣରେ ପୋତିଦେଇଥିଲା ଗୁଣିଆ । ପ୍ରାୟ ୧୦ କେଜିରୁ ଅଧିକ ଲୁଣରେ ଛୁଆକୁ ପୋତିଦେଲା ନୃଂଶସ ଗୁଣିଆ । ପାଣିରେ ବୁଡି ଦେଢ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା ।