27.1 C
Bhubaneswar
Saturday, October 19, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ଗୁରୁତର

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଛିଟିଂ ଘାଟି ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଆର୍ ଉଦୟଗିରି ବ୍ଲକ୍ ରଣ୍ଡିବା ପଞ୍ଚାୟତର ଜିଆରଏସ ଅଜିତ କୁମାର ଉଠାଣସିଂ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି  ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଘଟଣା ଅନୁଯାୟୀ,  ଅଜିତ ଓ ତାଙ୍କ ବଡ଼ ଭାଇ ବିଜୟ କୁମାର ଉଠାଣସିଂ ଦୁହେଁ ମିଶି ଗୋଟିଏ ଆପାଚି ଆରଟିଆର ବାଇକ୍ ଯୋଗେ ଭଞ୍ଜନଗରରୁ ବାହାରି ନିଜ ଗାଁ ରଣ୍ଡିବା ଅଭିମୁଖେ ଯାଉଥିବା ସମୟରେ ଛିଟିଂ ଘାଟି ନିକଟ ରାସ୍ତାରେ ହଠାତ ସାମ୍ନାରେ ବାରହା ପଲ୍ଲ ରାସ୍ତା ପାର ହେଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking